NIOS Class 10th Odia (233) Solved Assignment PDF (TMA) 2023-24 | Nios Odia TMA 2023-24 Posted on November 24, 2023November 24, 2023 by Nios learning centre Odia (233) Tutor Marked Assignment 20% Marks Of Theory PDF is Paid ଟିପନ୍ତୁ: - ପିଡିଏଫ୍ ଦେବାକୁ ପଡିବ | ଯଦି ଆପଣ ଆସାଇନମେଣ୍ଟ (Solved PDF) ଏବଂ (Handwritten Scanned Assignment) ନେବାକୁ ଚାହୁଁଛନ୍ତି ତେବେ ହ୍ ats ାଟସ୍ ଆପ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ | ପ୍ରଶ୍ନ - ୧ ନିମ୍ନଲିଖତ ପ୍ରଶ୍ନମାନଙ୍କ ମଧ୍ୟରୁ ଯେକୌଣସି ଗୋଟିଏ ପ୍ରଶ୍ନର ଉତ୍ତର ପ୍ରାୟ ୪୦ ରୁ ୬୦ ଶବ୍ଦ ମଧ୍ୟରେ ଲେଖ | (କ) ଶିକ୍ଷିତ ଯୁବକଟିଏ ପରିସ୍ଥିତିର ତାଡ଼ନାରେ ଭୋକ ପାଇଁ ଅନ୍ୟ ନିକଟରେ ହାତ ପାତିଲା ବେଳେ ତା ବିବେକ ତାକୁ କିପରି ଦଂଶନ କରେ ଲେଖ | (ଖ) ଅନେକ ଦେଶଭକ୍ତଙ୍କ ଆତ୍ମବଳିରେ ଇଂରେଜ କବଳରୁ ଆମଦେଶ ମୁକ୍ତ ହୋଇଥିଲା | ସେହି ଅମର ଶହୀଦ ମାନଙ୍କ ମଧ୍ୟରୁ ତୁମେ ଜାଣିଥୁବା ଶହୀଦଙ୍କ ସମ୍ପର୍କରେ ଲେଖ | ଉତ୍ତର: PDF ପାଇଁ WhatsApp button କ୍ଲିକ୍ କରନ୍ତୁ (PDF is Paid) ପ୍ରଶ୍ନ - ୨ ଯେ କୌଣସି ଗୋଟିଏ ପ୍ରଶ୍ନର ଉତ୍ତର ପ୍ରାୟ ୪୦ ରୁ ୬୦ ଶବ୍ଦ ମଧ୍ଯରେ ଲେଖ | (କ) ନିଜ ସ୍ତ୍ରୀଠାରୁ ବା ସ୍ଵାମୀଠାରୁ ପର ସ୍ତ୍ରୀ ବା ସ୍ଵାମୀ ସୁନ୍ଦର, କର୍ମଠ ଓ ପାରଙ୍ଗମ ବୋଲି ମନେକରୁଥିବା ସ୍ଵାମୀ ଓ ସ୍ତ୍ରୀ ମାନେ ହିଁ ଦୁଃଖ ପାଆନ୍ତି | ସତ୍ୟତା ବିଚାରକର | (ଖ) ସତରେ କଣ ଚିଲିକାର ଶୋଭା ଅବର୍ଣ୍ଣନୀୟ? ବର୍ଣ୍ଣନା କର | ଉତ୍ତର: PDF ପାଇଁ WhatsApp button କ୍ଲିକ୍ କରନ୍ତୁ (PDF is Paid) ପ୍ରଶ୍ନ - ୩ ଯେ କୌଣସି ଗୋଟିଏ ପ୍ରଶ୍ନର ଉତ୍ତର ପ୍ରାୟ ୪୦ ରୁ ୬୦ ଶବ୍ଦ ମଧ୍ଯରେ ଲେଖ | (କ) ନିଜଦୁଃଖ ଜଣାଇଲା ବେଳେ ସମ୍ପର୍କର ନିବିଡ଼ତା ହେତୁ ଭକ୍ତଟିଏ ଭଗବାନଙ୍କ ଉପରେ ଅଭିମାନ କରିପାରେ, ଗାଳି ବି ଦେଇପାରେ - ଜାଣିଥିବା ଏଭଳି କୌଣସି ଘଟଣା ବର୍ଣ୍ଣନା କର | (ଖ) ଧର୍ମ-ଅଧର୍ମ ଓ ପାପ-ପୁଣ୍ୟର ବିଚାର ଶକ୍ତି ନଥୁଲେ ଜଣକୁ ମଣିଷ ବୋଲି କହିପାରିବା କି? - ସଂକ୍ଷେପରେ ମନ୍ତବ୍ୟ ଦିଅ | ଉତ୍ତର: PDF ପାଇଁ WhatsApp button କ୍ଲିକ୍ କରନ୍ତୁ (PDF is Paid) ପ୍ରଶ୍ନ - ୪ ଯେ କୌଣସି ଗୋଟିଏ ପ୍ରଶ୍ନର ଉତ୍ତର ପ୍ରାୟ ୧୦୦ ରୁ ୧୫୦ ଶବ୍ଦ ମଧ୍ଯରେ ଲେଖ | (କ) ନାରୀଟିଏ ଶିକ୍ଷିତ ହେଲେ ପରିବାର ଓ ସମାଜ ହୁଏ ମାର୍ଜିତ, ସଂସ୍କାରିତ ଓ ସୁଶୋଭିତ | ଏହି ଉପଲକ୍ଷେ ଏକ କାହାଣୀ ଅବତାରଣା କର | (ଖ) ଯୁଧୁଷ୍ଠିରଙ୍କୁ ଧର୍ମରାଜ ବା ଧର୍ମାନନ୍ଦନ କୁହାଯିବା କାହିଁକି ଯଥାର୍ଥ ଆଲୋଚନା କର | ଉତ୍ତର: PDF ପାଇଁ WhatsApp button କ୍ଲିକ୍ କରନ୍ତୁ (PDF is Paid) ପ୍ରଶ୍ନ - ୫ ଯେ କୌଣସି ଗୋଟିଏ ପ୍ରଶ୍ନର ଉତ୍ତର ପ୍ରାୟ ୧୦୦ ରୁ ୧୫୦ ଶବ୍ଦ ମଧ୍ଯରେ ଲେଖ | (କ) ନର ଜୀବନେ କି ଫଳ କହୁ ବିଶ୍ଵସେବା ଯେବେଟି ନାହିଁ, ବଂଚିବାର ଗୌରବ କି ମାଟିରେ ଖାଲି ମିଶିବା ପାଇଁ | - ଭାବ ସମ୍ପ୍ରସାରଣ କର | (ଖ) ପରିବାର ଓ ପରିବେଶର ପ୍ରଭାବ ବ୍ୟକ୍ତିର ବ୍ୟକ୍ତିତ୍ଵ ଗଠନକୁ ପ୍ରଭାବିତ କରିଥାଏ କି? ଏ ସମ୍ପର୍କରେ ନିଜସ୍ଵ ମତ ପ୍ରକାଶ କର | ଉତ୍ତର: PDF ପାଇଁ WhatsApp button କ୍ଲିକ୍ କରନ୍ତୁ (PDF is Paid) ପ୍ରଶ୍ନ - ୬ ପ୍ରଶ୍ନ ଯେ କୌଣସି ଗୋଟିଏ ପ୍ରକଳ୍ପ ଅନୁନ୍ୟ ୫୦୦ ଶବ୍ଦ ମଧ୍ୟରେ ପ୍ରସ୍ତୁତ କର | (କ) ରେଳଯାତ୍ରା ସମୟରେ ବିଭିନ୍ନ ପ୍ରକାରର ବ୍ୟକ୍ତି ଓ ଦୃଶ୍ୟ ଦେଖୁହୁଏ | ସେ ମଧ୍ୟରୁ ହୃଦୟକୁ ଛୁଇଁଥିବା ଘଟଣାର ଅବତାରଣା କରି ଏକ ପ୍ରକଳ୍ପ ଲେଖ | (ଖ) ଧର୍ମ ନାମରେ ଅଧର୍ମର ରାଜୁତି ସମାଜକୁ ପତନମୁଖ୍ କରାଉଛି ପୁରାଣର ଉଦାହରଣ ସହ ଏକ ପ୍ରକଳ୍ପ ପ୍ରସ୍ତୁତ କର | ଉତ୍ତର: PDF ପାଇଁ WhatsApp button କ୍ଲିକ୍ କରନ୍ତୁ (PDF is Paid)